ଶପଥ ଗ୍ରହଣ କଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ: ଧାମନଗର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କର ବିଜୟ ହେବା ପରେ ଆଜି ସେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କର ଶପଥ ପାଠ କରାଇଛନ୍ତି। ସୂର୍ଯ୍ୟବଂଶୀ ବାଚସ୍ପତିଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ବାଚସ୍ପତି ଆରୁଖ ଉପହାର ସ୍ୱରୂପ ତାଙ୍କୁ ଏକ ଗାନ୍ଧୀ ମୂର୍ତ୍ତି ପ୍ରଦାନ କରିଛନ୍ତି। ପୂର୍ବରୁ ସୂର୍ଯ୍ୟବଂଶୀଙ୍କୁ … Continue reading ଶପଥ ଗ୍ରହଣ କଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ